Browsing Tag

Hinjilicat Municipality

ହିଞ୍ଜିଳିକାଟୁ ପୌରାଂଚଳରେ ‘ପୋଷାକ’ ଅଭିଯାନ

ହିଞ୍ଜିଳି-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳରେ ଆରମ୍ଭ କରାଯାଇଛି ‘ପୋଷାକ’ ନାମକ ଦାତବ୍ୟ ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ଏକ ‘ପୋଷାକ’ ହବ୍ ଖୋଲାଯାଇଛି । ହବ୍ ଜରିଆରେ ଲୋକଙ୍କଠାରୁ ଅଦରକାରୀ ପୋଷାକ ପତ୍ର ସଂଗ୍ରହ କରାଯାଉଛି । ସେଗୁଡିକୁ ସଫାସୁତୁରା…