Browsing Tag

India vs England Test Series

ପୁଣି ବ୍ୟାଟିଂ ଫେଲ, ଚେନ୍ନାଇ ଟେଷ୍ଟରେ ୨୨୭ ରନରେ ହାରିଲା ଭାରତ

ଚେନ୍ନାଇ- ଚେନ୍ନାଇ ଟେଷ୍ଟରେ ଭାରତ୨୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ବ୍ୟାଟସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରାଜୟର ମୁଖ୍ୟ କାରଣ ହୋଇଛି । ଆଜି ଟେଷ୍ଟ ମ୍ୟାଚର ଶେଷ ଦିନରେ ଆଜି ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୧୯୨ ରନରେ ଅଲଆଉଟ ହୋଇଯାଇଥିଲା । ୪୨୦ ରନର ଅସମ୍ଭବ ବିଜୟ ଲକ୍ଷ୍ୟର…

ଚେନ୍ନାଇ ଟେଷ୍ଟ: ୪୨୦ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ୩୯/୧

ଚେନ୍ନାଇ – ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଘରୋଇ ଭାରତ ଆଗରେ ୪୨୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୩୯ ରନ୍ କରିଛି । ସିନିୟର ଓପନର ରୋହିତ ଶର୍ମା ପୁଣିଥରେ ନିରାଶ କରିଛନ୍ତି । ସେ ମାତ୍ର ୧୨ ରନ୍ କରି ଜାକ୍ ଲିଚ୍‌ଙ୍କ…

ପ୍ରଥମ ଟେଷ୍ଟ: ୧୦୦ତମ ଟେଷ୍ଟରେ ରୁଟ୍ ଙ୍କ ଶତକ, ପ୍ରଥମ ଦିନରେ ଇଂଲଣ୍ଡର ପ୍ରାଧାନ୍ୟ

ଚେନ୍ନାଇ - ଅଧିନାୟକ ଜୋ ରୁଟ୍ ନିଜ ୧୦୦ତମ ଟେଷ୍ଟରେ ଶତକ ହାସଲ ସହ ଇଂଲଣ୍ଡକୁ ଏକ ବିଶାଳ ସ୍କୋର ଆଡକୁ ଆଗେଇ ନେଇଛନ୍ତି । ନିଜର ଏହି ମାଇଲଖୁଣ୍ଟ ଟେଷ୍ଟକୁ ରୁଟ୍ ଶତକୀୟ ପାଳି ସହ ଆହୁରି ସ୍ୱତନ୍ତ୍ର କରିଥିବା ବେଳେ ଭାରତ ଉପରେ ପ୍ରାଧାନ୍ୟ ଜାହିର ପୂର୍ବକ ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ…

ଶୁକ୍ରବାର ଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ - ଅଷ୍ଟ୍ରେଲିଆ ମାଟିରେ ଅବିଶ୍ୱସନୀୟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଘରୋଇ ପରିବେଶରେ ଇଂଲଣ୍ଡ ଚାଲେଞ୍ଜ୍ ପାଇଁ ଅଣ୍ଟା ଭିଡିଛି । ଭାରତ-ଇଂଲଣ୍ଡ ଚାରି ମ୍ୟାଚ୍ ସିରିଜର ପ୍ରଥମ ଟେଷ୍ଟ୍ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ପୈତୃକ ଛୁଟି ପରେ ଅଧିନାୟକ ବିରାଟ କୋହଲି…