Browsing Tag

Indian Hockey

ହକିର ସର୍ବକାଳୀନ ମହାନ ଖେଳାଳି

ବିଜନ କୁମାର ମହାପାତ୍ର ଜଣେ କିମ୍ବଦନ୍ତୀ ପୁରୁଷଙ୍କ ସହ ଜଡିତ ବିଭିନ୍ନ ସକାରାତ୍ମକ କଥାକାହାଣୀରୁ ତାଙ୍କ ମହାନତାର ବ୍ୟାପକତା ଜଣାପଡେ । ବିଚକ୍ଷଣ ଓ ଅସାଧାରଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଥାଏ । କହିବା ବାହୁଲ୍ୟ ଯେ, ହକି ଯାଦୁକର ଧ୍ୟାନଚାନ୍ଦ ଏହି ଶ୍ରେଣୀରେ ଆସିବେ । ସେ ଥିଲେ…