Browsing Tag

Kalinga Stadium

ଜୁନିଅର ବିଶ୍ୱକପ୍ ହକିରେ ଆଜି ଖେଳାଯିବ କ୍ୱାର୍ଟର ଫାଇନାଲ୍ , ସଂଧ୍ୟାରେ ବେଲଜିୟମ ସହ ଭାରତର ମୁକାବିଲା

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଆଜି ସମସ୍ତ କ୍ୱାର୍ଟର ଫାଇନାଲ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ, ବେଲଜିୟମକୁ ଭେଟିବ । ଏହି ମ୍ୟାଚ ସଂଧ୍ୟା ସାଢେ ୭ଟାରେ ଖେଳାଯିବ । ଭାରତ ନିଜ ଗ୍ରୁପରେ ରନର୍ସଅପ୍ ହୋଇ କ୍ୱାର୍ଟର ପର୍ଯ୍ୟାୟକୁ…

ଜୁନିଅର ବିଶ୍ୱକପ୍ ହକି : ଗ୍ରୁପ୍ ପର୍ଯ୍ୟାୟରେ ଗୋଲ୍ ପ୍ରାବଲ୍ୟ, କାଲିଠାରୁ ନକ୍ ଆଉଟ୍‌, ପ୍ରଥମ କ୍ୱାର୍ଟରରେ…

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟରେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନ ଥିବା ଦଳଗୁଡିକ ମଧ୍ୟରେ ଆଜିଠାରୁ କ୍ଲାସିଫିକେସନ ମ୍ୟାଚ୍ ଖେଳାଯିବ । ଆଜି କଳିଙ୍ଗରେ ଚାରିଟି ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ କାନାତୁ ଭେଟୁଥିବା ବେଳେ ପାକିସ୍ତାନ ଓ ଆମେରିକା ମଧ୍ୟରେ…

ଜୁନିଅର ବିଶ୍ୱକପ୍ ହକି : ଇଜିପ୍ଟ ବିପକ୍ଷରେ ଆର୍ଜେଂଟିନାର ବୃହତ ବିଜୟ

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଦ୍ୱିତୀୟ ଦିନ । ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଂଟିନା ବିଜୟୀ ହୋଇଛି । ଆର୍ଜେଂଟିନା , ଇଜିପ୍ଟ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ୧୪-୦ ଗୋଲରେ ବିଜୟୀ ହୋଇଛି ଆର୍ଜେଂଟିନା । ଆଜି ଭାରତୀୟ ଦଳ ତାହାର…

ଜୁନିଅର ବିଶ୍ୱକପ୍ ହକି : ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ବେଲଜିୟମ, ସଂଧ୍ୟାରେ ଭାରତ-ଫ୍ରାନସ…

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଜୁନିଅର ବିଶ୍ୱକପ୍ ହକି । ଆଜିର ପ୍ରଥମ ମ୍ୟାଚରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି । ବେଲଜିୟମ ଗତଥରର ସଂସ୍କରଣରେ ଭାରତଠାରୁ ହାରି ରନର୍ସଅପ୍ ହୋଇଥିଲା । ବେଲଜିୟମ ପକ୍ଷରୁ ଆଜି ଡି. ରୋମାନ ସର୍ବାଧିକ ୨ଟି…

ହକିର ହାର୍ଟ୍ ଥ୍ରବ୍ ଓଡ଼ିଶା: ଆଜିଠୁ ଜୁନିଅର୍ ପୁରୁଷ ବିଶ୍ୱକପ୍ ଟକ୍କର

ଓଡ଼ିଶାକୁ କ୍ରୀଡ଼ା ବିଶେଷ କରି ହକି ଖେଳର ହବ୍ ଭାବେ ସାରା ବିଶ୍ବରେ ଏକ ଭବ୍ୟ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଆଉ ଏକ ସଫଳ ଅଧ୍ୟାୟ ହେବାକୁ ଯାଉଛି ନଭେମ୍ବର ୨୪ ବୁଧବାରରୁ ଆରମ୍ଭ ହେଉଥିବା ଜୁନିଅର୍ ପୁରୁଷ ହକି ବିଶ୍ୱକପ୍। ଏଥିରେ ଆୟୋଜକ ଭାରତ ସମେତ…