Browsing Tag

Kandhamal

ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବିଏସ୍‌ୱାଇ ସ୍ମାର୍ଟ କାର୍ଡ ବିତରଣ ଆରମ୍ଭ କରିବେ

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀବହୁଳ, ପାହାଡ଼ ଓ ଜଙ୍ଗଲରେ ଭରା ଅନେକ ଦୁର୍ଗମ ଅଞ୍ଚଳ ଥିବା ଏହି ଜିଲ୍ଲାର ବାସିନ୍ଦା ଯେଭଳି ସହଜରେ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଦେବେ…

କନ୍ଧମାଳରେ ବିକଶିତ ହେବ ପୌରାଞ୍ଚଳ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲା ବିଜେଡି ନେତୄବୄନ୍ଦ

ଫୁଲବାଣୀ: ବିକଶିତ ହେବ କନ୍ଧମାଳ ଜିଲ୍ଲାର ୩ଟି ଯାକ ପୌରାଞ୍ଚଳ। ଜିଲ୍ଲା ସଦର ମହକୁମା ଫୁଲବାଣୀ ପୌରପାଳିକା ସମେତ ବାଲିଗୁଡ଼ା ଏବଂ ଜି.ଉଦୟଗିରି ଏନ୍ଏସିରେ ଉନ୍ନୟନ ପ୍ରକ୍ରିୟା ତ୍ଵରାନ୍ବିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଅନୁଦାନ ମଞ୍ଜୁର…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଗଞ୍ଜାମ ଓ କନ୍ଧମାଳ ବିଜେଡି ନେତୃବୃନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୪ ବ୍ଲକ୍‌ ଯଥା ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଏବଂ ଖଲ୍ଲିକୋଟର ୩୦୪ ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୨୫ କୋଟି ୭୫ ଲକ୍ଷ ୬୫ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକେ ପାଇପ୍ ଟ୍ୟାପ୍ ଯୋଗେ ପିଇବା ପାଣି ପାଇବେ।…