Browsing Tag

Kangana Ranaut

ଶିଖ୍ ବିରୋଧୀ ମନ୍ତବ୍ୟ ପାଇଁ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍

ମୁମ୍ବାଇ: ଶିଖ୍ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମୁମ୍ବାଇର ଖାର୍ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ରୁଜୁ ହୋଇଛି। ଏହାର ଦିନକ ପୂର୍ବରୁ ସୋମବାର ଦିନ ଏକ ଶିଖ ସଂଗଠନ ମଧ୍ୟ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । କଙ୍ଗନା…

‘ତାଣ୍ଡବ’ ନିର୍ମାତାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ୍ ସାମୟିକ ଭାବେ ବନ୍ଦ

ନୂଆଦିଲ୍ଲୀ – ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଟ୍ୱିଟର ଆକାଉଣ୍ଟ୍‌କୁ ସାମୟିକ ଭାବେ ବନ୍ଦ କରାଯାଇଛି । ୱେବ୍ ସିରିଜ୍ ‘ତାଣ୍ଡବ’ର ନିମାର୍ତାଙ୍କ ଉପରେ ଏକ ପୋଷ୍ଟ ଜରିଆରେ ବିବାଦୀୟ ଟିପ୍ପଣୀ କରିଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରେ ସାମୟିକ କଟକଣା ଲାଗିଛି । ବର୍ତ୍ତମାନ ଡିଲିଟ୍…

କୋର୍ଟଙ୍କ ରାୟ – ନିୟମ ଉଲ୍ଲଂଘନ କରି ଫ୍ଲାଟ୍ ନିର୍ମାଣ କରିଛନ୍ତି କଙ୍ଗନା

ମୁମ୍ବାଇ-ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଝଟକା ଲାଗିଛି । ତାଙ୍କ ଫ୍ଲାଟରେ ବେଆଇନ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବାରୁ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ରୋକିବା ପାଇଁ କଙ୍ଗନାଙ୍କ ପିଟିସନ ସ୍ଥାନୀୟ ଏକ ସିଭିଲ କୋର୍ଟ ଖାରଜ କରି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରାନାୱତ…

କଙ୍ଗନାଙ୍କ ବଙ୍ଗଳା ଭଙ୍ଗାଯିବା ମାମଲା: ବିଏମସି ନୋଟିସକୁ ରଦ୍ଦ କଲେ ବମ୍ବେ ହାଇକୋର୍ଟ, କଙ୍ଗନାଙ୍କୁ କ୍ଷତିପୂରଣ…

ମୁମ୍ବାଇ – ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କଙ୍ଗନାଙ୍କ ବଙ୍ଗଳା ଭଙ୍ଗାଯିବା ମାମଲାରେ ବିଏମସି ନୋଟିସକୁ ବମ୍ବେ ହାଇକୋର୍ଟ ରଦ୍ଦ କରିଛନ୍ତି । ବିଏମସି ନୋଟିସ୍ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି । ତା’ଛଡ଼ା…