Browsing Tag

LN Mittal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶିଳ୍ପପତି ଏଲ.ଏନ ମିତ୍ତଲ 

ଭୁବନେଶ୍ୱର- ଆର୍ସେଲର ମିତ୍ତଲର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଏଲ.ଏନ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମିତ୍ତଲ । ଓଡିଶାରେ ପୁଞ୍ଜିନିବେଶ ଓ ପ୍ରକଳ୍ପ ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି ।

କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲପ୍ଲାଂଟ ନେଇ ରାଜ୍ୟ ସରକାର-ଆର୍ସେଲର ମିତ୍ତଲ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର- କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲପ୍ଲାଂଟ୍ ନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଓ ଏଲ.ଏନ ମିତ୍ତଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୫୦ ହଜାର କୋଟି ଟଙ୍କା…

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏଲ.ଏନ ମିତ୍ତଲ

ଭୁବନେଶ୍ୱର- ଆର୍ସେଲର ମିିତ୍ତଲ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ.ଏନ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ମିତ୍ତଲ । ରାଜ୍ୟରେ ନିଜ କଂପାନିର ବିଭିନ୍ନ ପ୍ରକଳ୍ପ ସଂପର୍କରେ ମିତ୍ତଲ,…