Browsing Tag

Mahanadi River

ଭୟଙ୍କର ରୂପ ଧରିଲାଣି ମହାନଦୀ, ହୀରାକୁଦର ୨୮ ଗେଟ୍ ଖୋଲିଲା

ସମ୍ବଲପୁର: ମହାନଦୀ କରାଳ ରୂପ ଧାରଣ କରିଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟାହ୍ନରେ ହୀରାକୁଦକୁ ୫ ଲକ୍ଷ୍ଯ ୨୦ ହଜାର କ୍ୟୁସେକ ପାଣି ଆସୁଛି | ଫଳରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୁପଖ୍ୟ ୨୮ଟି ଗେଟରେ ଜଳ ନିଷ୍କାସନ କରୁଛନ୍ତି | ଉପରମୁଣ୍ତରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର…

ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଂକେତର ନିକଟତର, ମୁଣ୍ଡଳୀରେ ପହଂଚିଲା ହୀରାକୁଦର ବନ୍ୟାଜଳ

କଟକ – କଟକ ଯୋବ୍ରାରେ ମହନଦୀର ବନ୍ୟା ଜଳ ବିପଦ ସଂକେତ ପାଖାପାଖି ପହଂଚିଛି । ଯୋବ୍ରାରେ ବିପଦ ସଂକେତ ୨୧. ୯୪ ମିଟର ଥିବା ବେଳେ ଜଳସ୍ତର ରହିଛି ୨୧,୯୦ ମିଟର । ୨୧.୭୫ ମିଟର ଉଚ୍ଚତାରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀରେ ପଶୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ୍ ଜଳ ।…