Browsing Tag

Mann Ki Baat program

ଇସାକଙ୍କ ପ୍ରଶଂସାରେ ମୋଦି ଶତମୁଖ

ବାସି ପଖାଳ ଭିଡିଓ କରି ୟୁଟୁବରୁ ବିପୁଳ ଟଙ୍କା ଆଦାୟ କରୁଛନ୍ତି ଇସାକ୍ ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଉପାନ୍ତ ଯୁୁଯୁମୁରା ବ୍ଲକ ଝାଙ୍କରପାଲି ଗାଁର ଆଦିବାସୀ ଯୁବକ ଇସାକ ମୁଣ୍ଡା ୟୁଟୁବରେ ଏବେ ପରିଚିତ ନାଁ ଟିଏ । ଏହି ଗରିବ ଯୁବକଙ୍କ ଭାଗ୍ୟ ବଦଳାଇ ଦେଇଛି ୟୁଟୁବ୍ । ଗରିବଙ୍କ ଏକମାତ୍ର…

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପଟ୍ଟଚିତ୍ର କଳାପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଓଡିଶାର ପଟ୍ଟଚିତ୍ର କଳାରେ ଦକ୍ଷତା ହାସଲ କରିଥିବା ଭାଗ୍ୟଶ୍ରୀ ସାହୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ରାଉରକେଲାର ଭାଗ୍ୟଶ୍ରୀ ସାହୁ ଜଣେ ଇଂଜିନିୟରିଂ ଛାତ୍ରୀ । କିନ୍ତୁ ପଟ୍ଟଚିତ୍ର କଳାରେ ସେ…