Browsing Tag

Milkha Singh

ପଞ୍ଚଭୂତରେ ଲୀନ ହେଲେ ଫ୍ଲାଇଙ୍ଗ୍ ଶିଖ୍, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିଲଖାଙ୍କୁ ଅନ୍ତିମ ବିଦାୟ

ଚଣ୍ଡିଗଡ଼: ମହାନ ଧାବକ ମିଲଖା ସିଂଙ୍କୁ ଶନିବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି । ଚଣ୍ଡିଗଡ଼ରେ ଏହି ୯୧ ବର୍ଷୀୟ ଦିବଂଗତ ଆଥଲେଟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ସଦସ୍ୟଙ୍କ ବ୍ୟତୀତ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ମିଲଖା ସିଂହ : ସଂଘର୍ଷ, ସାଧନା ଓ ସଫଳତାର ଅନନ୍ୟ କାହାଣୀ

ବିଜନ କୁମାର ମହାପାତ୍ର ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଜୀବନ ଥିଲା ସଂଘର୍ଷ,ସାଧନା ଓ ସଫଳତାର ଏକ ରୋମାଂଚକର, ପ୍ରେରଣାପ୍ରଦ କାହାଣୀ । ସଂଘର୍ଷ, ସାଧନା ଓ ସଫଳତାର ବଳିଷ୍ଠ ଉଦାହରଣ ହେଉଛନ୍ତି ମିଲଖା, ଯିଏ କି ଅତି ଅଳ୍ପ ବୟସରେ ହିଁ ଜୀବନ ଓ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ ।…

ମିଲଖା ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ମହାନ ଧାବକ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫ୍ଲାଇଂ ଶିଖ୍ ପିଢି ପିଢି ଧରି କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଲଖାଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁବର୍ଗ…