Browsing Tag

Motilal Vora

କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ଦେହାନ୍ତ

ନୂଆଦିଲ୍ଲୀ – କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ସୋମବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ଭୋରା ଗତ କିଛିଦିନ ଧରି ଅସୁସ୍ଥ ଥିଲେ ଓ ଏସକର୍ଟ ହସ୍ପିଟାଲ୍ସରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଜନ୍ମଦିନ ଥିଲା । ସେ ମଧ୍ୟପ୍ରଦେଶ…