Browsing Tag

National Awards to Teachers 2020

ଓଡିଶାର ଦୁଇ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର : ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ଦୁଇ ଜଣ ଶିକ୍ଷକ ଏଥର ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତି । ଶିକ୍ଷକତା ପାଇଁ ଏ ବର୍ଷ ସାରାଦେଶର ୪୭ ଜଣ ଶିକ୍ଷକ ପୁରସ୍କୃତ ହେବେ । ଆସନ୍ତାମାସ…