Browsing Tag

New COVID Strain

ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

ବେଙ୍ଗାଲୁରୁ – ମହାରାଷ୍ଟ୍ର ପରେ କର୍ଣ୍ଣାଟକ ସରକାର ବି ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରିକାଳୀନ କଫ୍ରୁ୍ୟ ଜାରି କରାଯିବ । କର୍ଫ୍ୟୁ ଅବଧି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ । କରୋନାର ନୂଆ…