Browsing Tag

Odisha Government

ରୋଗୀ ନ ଥିଲେ ବନ୍ଦ ହେବ ରାଜ୍ୟର ସରକାରୀ ଓ ଘରୋଇ କୋଭିଡ କେୟାର ସେଂଟର

ଭୁବନେଶ୍ୱର – ରୋଗୀ ନ ଥିଲେ ରାଜ୍ୟରେ ଚାଲୁଥିବା ସରକାରୀ ଓ ଘରୋଇ କୋଭିଡ କେୟାର ସେଂଟରଗୁଡିକୁ ବନ୍ଦ କରିବା ପାଇଁ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ରୋଗୀ ନ ଥିଲେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ ହସପିଟାଲ୍ ମଧ୍ୟ ବନ୍ଦ ରହିବ ।…

ନୂଆପଡ଼ାକୁ ମିଳିଲା ୧୬ ବିଶେଷଜ୍ଞ ଡାକ୍ତର, ସୀମାନ୍ତ ଜିଲ୍ଲାରେ ସୁଧୁରିବ ସ୍ବାସ୍ଥ୍ୟସେବା

ନୂଆପଡ଼ା : ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦିର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇ ପଡିଥିଲା। ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ୧୩ ଜଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ…

କୋରୋନାର ତୃତୀୟ ପ୍ରବାହ ମୁକାବିଲା ଲାଗି ତିନିଟି ଦିଗ ଉପରେ ଧ୍ୟାନ ଦେବା ଜରୁରୀ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହ ମୁକାବିଲା ପାଇଁ ତିନିଟି ଦିଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟିକାକରଣ ତ୍ୱରାନ୍ୱିତ କରିବା, ସର୍ଭେଲାନ୍ସ ଜାରି ଓ ଭିତ୍ତିଭୂମି ପ୍ରସ୍ତୁତ କରିବା ପ୍ରତି ଗୁରୁତ୍ୱ ଦିଆଯିବା ଦରକାର…