Browsing Tag

Odisha Government

ବାତ୍ୟାର ସଫଳ ମୁକାବିଲା ପାଇଁ ନବୀନ ସରକାରଙ୍କ ପ୍ରଶଂସାରେ ଶତମୁଖ ଜାତିସଂଘ ସଂସ୍ଥା

ନ୍ୟୁୟର୍କ- ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶା ମଡେଲ୍ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡିଶା ଏ ଦିଗରେ ଉଦାହରଣ ସାଜିଥିବା ବେଳେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପଦକ୍ଷେପ…

ରାଜ୍ୟ ସରକାରଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି…

କୋରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଜୁନ୍ ୪କୁ ଘୁଂଚିଲା

ଭୁବନେଶ୍ୱର- କୋରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଂଚିଛି । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା ଜୁନ୍ ୪ ତାରିଖକୁ ଘୁଂଚାଇ ଦିଆଯାଇଛି । ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ ।…

ଟିକା ଆମଦାନୀ ପାଇଁ ଆଜି ଖୋଲିବ ରାଜ୍ୟର ଗ୍ଲୋବାଲ ଟେଣ୍ଡର, ଅପରାହ୍ନରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ

ଭୁବନେଶ୍ୱର- କୋଭିଡ ଟିକା ଆମଦାନୀ ପାଇଁ ଆଜି ଖୋଲିବ ଓଡିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡର୍ । ଟିକା ପାଇଁ ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲା । ଆବେଦନର ଡେଡଲାଇନ୍ ଆଜି ଦିନ ୧୦ଟାରେ ସରିଛି । ଆଜି ଅପରାହ୍ନ ୫ଟାରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ । ଅଧିକ…