Browsing Tag

Odisha Government

ଚଳିତ ମାସରେ ସ୍କୁଲ୍ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ପାଠ୍ୟକ୍ରମ ଆଉ ହ୍ରାସ ହେବ…

ଭୁବନେଶ୍ୱର- ରାଜ୍ୟରେ ଚଳିତମାସରେ ସ୍କୁଲ ଖୋଲିବ । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ପାଇଛି । ଆଉ ଅଧିକ ହ୍ରାସ ହେବ ନାହିଁ । ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି…

କ୍ରୀଡାର ବିକାଶ ପାଇଁ ଉଦ୍ୟମ, ଗୋଟିଏ ଦିନରେ ତିନିଟି ସ୍ପୋର୍ଟସ୍ କଂପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର କ୍ରୀଡା ଭିତିଭୂମି ବିକାଶ କ୍ଷେତ୍ରରେ ଆଜି ଥିଲା ଏକ ଗୁରୁତ୍ୱପୂଣ୍ଣ ର୍ ଦିନ । ରାଜ୍ୟରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତିକୁ ସର୍ବଦା ପ୍ରାଥମିକତା ଦେଇଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ଆଧୁନିକ କ୍ରୀଡା ଭିତିଭୂମିର ଉଦଘାଟନ କରିଛନ୍ତି ।ଭିଡିଓ…

ଅନଲକ୍ ୬.୦ ଗାଇଡଲାଇନ୍ସ ଜାରି କଲେ ରାଜ୍ୟ ସରକାର, ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ…

ଭୁବନେଶ୍ୱର- ରାଜ୍ୟ ସରକାର ନଭେମ୍ବର ମାସ ପାଇଁ ଅନଲକ୍ ୬.୦ ଗାଇଡଲାଇନ୍‌ସ ଜାରି କରିଛନ୍ତି । ନଭେମ୍ବର ୧୬ରୁ ରାଜ୍ୟରେ ସ୍କୁଲ୍ ଖୋଲିବ । ନବମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ କ୍ଲାସ କରିବେ । ପିଏଚଡି ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲିବ । ପ୍ରଶିକ୍ଷଣ କାର୍ଯ୍ୟକଳାପ ପୁଣି…

ଓଡିଶା ସରକାରଙ୍କ ଦକ୍ଷ ଆର୍ଥିକ ସଂକଟ ପରିଚାଳନା ଉଦ୍ୟମକୁ ରିଜର୍ଭ ବ୍ୟାଙ୍କର ପ୍ରଶଂସା

ଭୁବନେଶ୍ୱର- ଓଡିଶା ସରକାରଙ୍କ ଦକ୍ଷ ଆର୍ଥିକ ସଂକଟ ପରିଚାଳନାକୁ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ରିପୋର୍ଟରେ ସ୍ଥାନ ଦିଆଯାଇଛି । ଏ ଦିଗରେ ରାଜ୍ୟରେ ନବୀନ ସରକାରଙ୍କ ତିନି ପର୍ଯ୍ୟାୟ ଆଭିମୁଖ୍ୟ ସଂପର୍କରେ ରିଜର୍ଭ ବ୍ୟାଙ୍କ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ,…