Browsing Tag

Odisha Government

ମନରେଗାରେ ହଜାରେରୁ ଊର୍ଦ୍ଧ୍ବ କୋଟି ବକେୟା ରଖିଛି କେନ୍ଦ୍ର: ରାଜ୍ୟ ସରକାର ପାଇଁ ସୃଷ୍ଟି କରୁଛି ସମସ୍ୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବର୍ଷ ପରେ ବର୍ଷ ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକଙ୍କ ପେଟପାଟଣାର ସାହାରା ପାଲଟିଥିଲା। ନିଜ ଘର ଛାଡ଼ି କେଉଁ ଅଜଣା ରାଇଜକୁ ଦାଦନ ଖଟିବାକୁ ଯିବା ବଦଳରେ ନିଜ…

ଦୁର୍ନୀତିଗ୍ରସ୍ତ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ

ଭୁବନେଶ୍ୱର- ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲା ପରେ ରାଜ୍ୟ ସରକାର ବରିଷ୍ଠ ଆଇଏଏ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ…

ବିଜୁ ସ୍ଵାସ୍ଥ୍ୟ କାର୍ଡ ଦେଲା ନୂଆ ଜୀବନ: ଧନ୍ୟବାଦ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ଓ ବହୁମୁଖୀ ଜନକଲ୍ୟାଣ ସ୍କିମ୍ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା' ବା ସଂକ୍ଷୀପ୍ତରେ ବିଏସ୍‌କେୱାଇ ଭାବେ ରାଜ୍ୟର ଘରେ ଘରେ ପରିଚିତ ହୋଇସାରିଲାଣି। ଏଥିରୁ ଅନେକ ଲୋକ ବେଶ୍ ଉପକୃତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ…