Browsing Tag

Odisha Millet Mission

ନୀତି ଆୟୋଗ ରିପୋର୍ଟରେ ‘ଓଡିଶା ମିଲେଟ ମିଶନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନାକୁ ଭୂୟସୀ ପ୍ରଶଂସା

ନୂଆଦିଲ୍ଲୀ -ଓଡିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଓଡିଶା ମିଲେଟ ମିଶନ ମୋ ଉପକାରୀ ବଗିଚା ଯୋଜନାକୁ ନୀତି ଆୟୋଗ ରିପୋର୍ଟରେ ଭୂୟସୀ ପ୍ରଶଂସା କରାଯାଇଛି । ନୀତି ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟରେ ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମ ସ୍ଥାନ ପାଇଛି । ‘ହେଲଥ ଆଣ୍ଡ୍ ନ୍ୟୁଟ୍ରିସନ ପ୍ରାକ୍ଟିସ…