Browsing Tag

Odisha Panchayat Election

ପଂଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ୨ ଟଙ୍କା ଫି’ ପୈଠ କରି ଅଭିଯୋଗ କରିପାରିବେ ଏଜେଂଟ୍ । ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ…

ହିଂସାମୁକ୍ତ, ଅବାଧ ନିର୍ବାଚନ ଲକ୍ଷ୍ୟରେ ଗଞ୍ଜାମ ପୋଲିସ

ଗଞ୍ଜାମ ରାଜସ୍ବ ଜିଲ୍ଲାରେ ରହିଛି ଦୁଇ ଗୋଟି ପୋଲିସ ଜିଲ୍ଲା ଯଥା ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା। ଆକାର କୁହନ୍ତୁ ବା ପୋଲିସ ଥାନା ସଂଖ୍ୟା କୁହନ୍ତୁ, ଗଞ୍ଜାମ ପୋଲିସ ଜିଲ୍ଲା ବଡ଼ ଅଟେ। ଏହି ପୋଲିସ ଜିଲ୍ଲାରେ ରହିଛି ୨୪ ଗୋଟି ବିଭିନ୍ନ ଅଞ୍ଚଳର ଓ ବିଭିନ୍ନ କିସମର ଥାନା। ଖୋର୍ଦ୍ଧା…

ସରଗରମ ହେଲାଣି ବୌଦ୍ଧ ରାଜନୀତି, ଦୁର୍ଗ ଅତୁଟ ଲକ୍ଷ୍ୟରେ ବିଜେଡି, ବାଜିମାତ୍ ଲକ୍ଷ୍ୟରେ ବିଜେପି

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲାର ରାଜନୀତି ସରଗରମ ହୋଇଗଲାଣି। ଜିଲ୍ଲା ପରିଷଦ ଗଠନ କରିବାକୁ ସବୁ ପ୍ରମୁଖ ଦଳ ଝାଳନାଳ କସରତ ଚଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ତାର ବିକାଶ କାମକୁ ଆୟୁଧ କରି ଲୋକଙ୍କ ଆସ୍ଥା ପୂର୍ବବତ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେପଟେ,…

ପଶ୍ଚିମ ଓଡିଶାରେ ସବୁ ଦଳର ପ୍ରଚାର ସରଗରମ, ବିଜୟର ଗୁରୁମନ୍ତ୍ର ଦେଉଛନ୍ତି ହେଭିୱେଟ୍ ନେତା

ସମ୍ବଲପୁର : ଗତ ୨୦୧୭ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ବିଜେଡି। ଏଥିପାଇଁ ସାରା ପଶ୍ଚିମ ଓଡିଶାରେ ଦଳର ହେଭିବେଟ୍ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି। ଆଉ ରାଜ୍ୟ ସରକାରଙ୍କ ବିକାଶକୁ ହିଁ ଆୟୁଧ କରି ବିଜୟ ବାନା ଉଡାଇବାକୁ ଦଳ ରଣନୀତି ପ୍ରସ୍ତୁତି କରି ସାରିଛି। ଏଭଳି ସ୍ଥିତିରେ…

ଗଞ୍ଜାମ ପଞ୍ଚାୟତ ନିର୍ବାଚନ: ଶତପ୍ରତିଶତ ଜିଲ୍ଲା ପରିଷଦ ଆସନ ଲକ୍ଷ୍ୟରେ ବିଜେଡି

ଲେଖକ: ପ୍ରତିଭା ନେପାକ  ବ୍ରହ୍ମପୁର: ଭୌଗୋଳିକ କ୍ଷେତ୍ର ହେଉ ବା ଜନସଂଖ୍ୟା ଅଥବା ରାଜନୈତିକ ଦୃଷ୍ଟିକୋଣ, ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଗଞ୍ଜାମ। ଇଏ ସେହି ଜିଲ୍ଲା ଯାହା ରାଜ୍ୟ ରାଜନୀତିରେ ଅନେକ ମହତ୍ତ୍ଵ ରଖେ। କାରଣ ଖୋଦ୍ ଏଇ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦୁଇ…

ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ନିର୍ବାଚନ କମିଶନର

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏ ଦୃଷ୍ଟିରୁ ପଂଚାୟତ ନିର୍ବାଚନ ଉପରେ ଲାଗିଥିବା ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏବେ ୨୦ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିବେ ପ୍ରାର୍ଥୀ…