Browsing Tag

Odisha

ସୁବାସ ସିଂ କଟକ ଓ ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ହେବେ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର -କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ସେହିପରି ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇ ହେବେ ମେୟର ପ୍ରାର୍ଥୀ । ସେ ଗଞ୍ଜାମ ଜିଲ୍ଲାର ମହିଳା ବିଜେଡି ର ସଭାନେତ୍ରୀ ଅଛନ୍ତି ।

ବିପୁଳ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ଶାସକ ବିଜେଡି । ନିର୍ବାଚନରେ ଜିତିଥିବା ସବୁ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତୁଟ ବିଶ୍ୱାସ ରଖି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ…