Browsing Tag

Odisha

ଗୋଷ୍ଠୀରେ ରହିଛି ଭାଇରସ, ଓମିକ୍ରନର ସଂକ୍ରମଣ କ୍ଷମତା ତୀବ୍ର ଥିବାରୁ ରାଜ୍ୟ ପାଇଁ ଚିନ୍ତାଜନକ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏବେ ଗୋଷ୍ଠୀରେ ଭାଇରସ ଅଛି । କିନ୍ତୁ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ରହିବା ଉଦବେଗଜନକ ହେଲେ ମଧ୍ୟ ରୋଗୀମାନେ ଗୁରୁତର ହେଉନାହାନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି । ହେଲେ…

ଆଜିଠାରୁ କିଶୋରମାନଙ୍କୁ ଟିକା, ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ଟିକାକରଣ ଶେଷ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ଆଜିଠାରୁ ୧୫ ବର୍ଷରୁ ୧୮ ବର୍ଷୀୟଙ୍କୁ ଦିଆଯିବ କୋରୋନା ଟିକା । ପୂର୍ବରୁ କିମ୍ବା ଟିକାଦାନ କେନ୍ଦ୍ରରେ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ ବ୍ୟବସ୍ଥା ହୋଇପାରିବ । ଟିକାଦାନ ପାଇଁ ୯୩୯ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ କୋଭାକ୍ସିନ ଟିକା ପ୍ରସ୍ତୁତ ରହିଛି । ଜାନୁଆରୀ ଶେଷ…

ରାଜ୍ୟରେ କୋରୋନା ଗ୍ରାଫ ଉପରମୁହାଁ, ଦିନକରେ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୨୪ କୋରୋନା ଆକ୍ରାନ୍ତ । ଅନେକ ଦିନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହ ଡେଇଁଛି । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ…