Browsing Tag

Odisha

ନବୀନଙ୍କ ଦୀପାବଳୀ ଭେଟି, ରାଜ୍ୟରେ ପେଟ୍ରୋଲ ,ଡିଜେଲ ଉପରୁ ଭାଟ୍ ହ୍ରାସ, ଆର୍ଥିକ କ୍ଷତି ଅପେକ୍ଷା ଖାଉଟିଙ୍କ…

ଭୁବନେଶ୍ୱର – ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି । ପେଟ୍ରୋଲ ଓ ଡିଜେଲ୍ ଉପରୁ ଭାଟ୍ କମାଇଛନ୍ତି ରାଜ୍ୟ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର । ନୂଆ ଦର ୫…

ତୈଳ ଦର, ଏଲପିଜି ଦରବୃଦ୍ଧି ବିରୋଧରେ ମହିଳାଙ୍କ ରଣହୁଙ୍କାର

ବ୍ରହ୍ମପୁର: ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ୍‌ରୁ ଆରମ୍ଭ କରି ରୋଷେଇଶାଳରେ ବ୍ୟବହୃତ ତେଲ, ଜାଇ, ପରିବା ଦର ସବୁ ଉପରମୁହାଁ। ଗୃହନିର୍ମାଣ ସାମଗ୍ରୀର ଉଚ୍ଚ ଦର ସାଙ୍ଗକୁ ଉଣାଅଧିକ ସମସ୍ତ କ୍ଷେତ୍ରରେ ଦରବୃଦ୍ଧି ଏବେ ସମାଜର ସବୁ ବର୍ଗର ଲୋକଙ୍କୁ ହନ୍ତସନ୍ତ କରି ପକାଇଲାଣି। ଦୈନଦିନ ଜୀବନ…

ମାଣ୍ଡିଆ ପ୍ରୋତ୍ସାହନ : କେନ୍ଦୁଝର ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମିଲେଟ ଶକ୍ତି କାଫେ, କାଲି ଉଦଘାଟନ

କେନ୍ଦୁଝର – ଓଡିଶା ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଲେଟ୍ ଓଡିଶା ଅଭିଯାନ । କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ…