Browsing Tag

Odisha

ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷରୁ ଅଧିକ ଟିକାକରଣ, ୨୪ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷ ୩୮ ହଜାର ୧୮୩ ଡୋଜ୍ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୨୨ ଲକ୍ଷ ଟିକା ଆହୁରି ମହଜୁଦ ରହିଛି ।…

ବିଦ୍ୟାଳୟ ଖୋଲିବା ନିମନ୍ତେ ମାର୍ଗଦର୍ଶୀକା

୨୧ରୁ ଏକାଦଶ ଓ ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆକ୍ରୁଷ୍ଟ କରିବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥଣ୍ଡା କାଶରେ ପୀଡିତଙ୍କୁ ସ୍କୁଲ ମନା ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ , ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ…

ଦୁଇ ମହାନଗରରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ, ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଏ ଯାଏଁ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଇଛନ୍ତି । ୭୮ ପ୍ରତିଶତ ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୩୨…

୭ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ ଲଘୁଚାପ ପ୍ରଭାବରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରପ ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,…

ରାଜ୍ୟରେ ଆଉ ତିନି ଦିନ ଲଘୁଚାପ ବର୍ଷା

ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ରାଜ୍ୟରେ ଆଉ ୧୬ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରାପଡା, କଟକ,…

ପଶ୍ଚିମରେ ପ୍ରଗତିର ନବୀନ ସ୍ବାକ୍ଷର

ସମ୍ବଲପୁର : ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ଏବଂ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳର ଫରକ । ଦିନେ ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଚାଲିଥିବା ଓଡ଼ିଶା ଏବେ ବିକାଶର ନୂଆଁ ପରିଭାଷାର ବାର୍ତ୍ତାବହ ସାଜି ପାରିଛି । ଏହାର ବିକାଶ ଧାରା ସାରା ଦେଶ ପାଇଁ ଅନୁକରଣୀୟ ହୋଇପାରିଛି । ଆଉ ଏହି…