Browsing Tag

Odisha

ରାଜ୍ୟରେ ଆଉ ୬୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଗତସିଂହପୁରରେ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ୧୦, ଢେଙ୍କାନାଳରେ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳରୁ ୬ ଓ ଯାଜପୁରରୁ ୬ ରୋଗୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୫, ବାଲେଶ୍ୱରରୁ…

ଯୁକ୍ତ ତିନି ନାମଲେଖା ଆଜିଠାରୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର- ଆଜିଠାରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜି ଦିନ ୧୧ଟାରୁ ସାମ୍‌ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଆସନ୍ତାମାସ ୪ ତାରିଖ ରାତି ୧୧ଟା ୪୫ ମିନିଟ ଯାଏଁ ନାମଲେଖା ଆବେଦନ ଅବଧି ରହିଛି । ସେପଟେମ୍ବର ୯ ତାରିଖ ଦିନ ୧୧ଟାରେ…

ଡିଏମଇଟିଙ୍କ ସୂଚନା : ଆବଶ୍ୟକ ହେଲେ ରାଜ୍ୟରେ ହେବ ସ୍ୱତନ୍ତ୍ର କୋଭିଡ ଶିଶୁ ହସପିଟାଲ

ଭୁବନେଶ୍ୱର - କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁ ମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି । ଏହି ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଯଦି…

ରାଜ୍ୟରେ ୨ କୋଟି ଟପିଲା କୋଭିଡ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିିଛି ଓଡିଶା । ରାଜ୍ୟରେ ଦୁଇ କୋଟି ଟପିଛି କୋଭିଡ ଟିକାକରଣ । । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାର ୮୧୪ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪୬ ଲକ୍ଷ…