Browsing Tag

Odisha

ସାରା ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ…

ଆଇଏଏସ ସ୍ତରରେ ଅଦଳବଦଳ : ବିଶାଲ ଦେବ ନୂଆ ଅର୍ଥ ସଚିବ, ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱ

ଭୁବନେଶ୍ୱର- ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଶୋକ ମୀନାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ପର୍ଯ୍ୟଟନ ଓ କ୍ରୀଡା ବିଭାଗ ସଚିବ ବିଶାଲଦେବଙ୍କୁ ଅର୍ଥ ବିଭାଗର ସଚିବ ଦାୟିତ୍ୱ…

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦ ପ୍ରତିଶତ ଲୋକଙ୍କଠାରେ…

ଭୁବନେଶ୍ୱର – ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ ଆସିଛି । ଓଡିଶାର ତିନିଟି ଜିଲ୍ଲା-ଗଞ୍ଜାମ, ରାୟଗଡା ଓ କୋରାପୁଟରେ ଜୁନ ୧୬ରୁ ୨୦ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ସାଧାରଣ ଲୋକଙ୍କ ମଧ୍ୟରୁ ୬୫ ଦଶମିକ ୧୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି…