Browsing Tag

Omicron Variant

ଦେଶରେ ଓମିକ୍ରନ୍ ମାମଲା ୩୨କୁ ବୃଦ୍ଧି, ମାସ୍କ ବ୍ୟବହାର କମିବା ନେଇ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ୩୨କୁ ବୃଦ୍ଧି ପାଇଛି। ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଦେଶରେ ମାସ୍କର ବ୍ୟବହାର କମୁଥିବାରୁ ସରକାର ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଲୋକମାନଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପୁଣେ…

ଓମିକ୍ରନ ନେଇ ରାଜ୍ୟ ସରକାର –କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ବିଦେଶରୁ ୧ ହଜାର ୧୩୪ ଜଣ ଏୟାର…

ଓମିକ୍ରନ ଭାରିଆଂଟର ସଂକ୍ରାମକ କ୍ଷମତା ଅଧିକ, କିନ୍ତୁ ଲକ୍ଷଣ କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓମିକ୍ରନ ଭାରିଆଂଟର ସଂକ୍ରାମକ କ୍ଷମତା ଅଧିକ । ଟେକନିକାଲ ଓ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ୍ ଓ ମୃତ୍ୟୁ ନାହିଁ । ପଜିଟିଭ ଚିହ୍ନଟ ୪ ଜଣ ବିଦେଶୀ ଫେରନ୍ତା…

କୋଭିଡ୍ ଟିକାକରଣର ଅଗ୍ରଦୂତ: ବୁଝାସୁଝା କରି ଆଦିବାସୀ, ବସ୍ତିବାସିନ୍ଦାଙ୍କ କରୁଛନ୍ତି ଟିକାକରଣ

ପାରଳାଖେମୁଣ୍ଡି: ଦେଶରେ ଓମିକ୍ରୋନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ କରୋନା ତୃତୀୟ ଲହର ଆଶଙ୍କା କ୍ରମେ ଅଧିକ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ତଥା ରାଜ୍ୟର…

ଓମିକ୍ରନ ନେଇ ଭୟ କରିବା ଆବଶ୍ୟକ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓମିକ୍ରନକୁ ନେଇ ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରୁ ୨୪୬ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଏସବୁ ନମୁନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କ୍ଲଷ୍ଟରର ପଜିଟିଭ ନମୁନା । କୌଣସି ବିଦେଶ ଫେରନ୍ତା…

ଭାରତରେ ତୃତୀୟ ଲହର ଆଣିପାରେ ଓମିକ୍ରନ୍, ଫେବୃଆରୀ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଆକଳନ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ତୃତୀୟ ଲହର ଆଣିବ । ଫେବୃଆରୀରେ ଓମିକ୍ରନ୍‌ ମାମଲା ଶୀର୍ଷରେ ପହଞ୍ଚିପାରେ ଏବଂ ଦେଶରେ ଦୈନିକ ଏକ ଲକ୍ଷରୁ ଦେଢଲକ୍ଷ ମାମଲା ଆସିପାରେ | କୋଭିଡ-୧୯ ର ଗାଣିତିକ ଆକଳନ ସହ ଜଡିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର…

ମହାରାଷ୍ଟ୍ରରେ ଆଉ ଦୁଇ ଓମିକ୍ରନ ରୋଗୀ ଚିହ୍ନଟ, ଦେଶରେ ମୋଟ ମାମଲା ୨୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଦୁଇ ଜଣ ଲୋକ କରୋନାର ଓମିକ୍ରନର ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦଶକୁ ବୃଦ୍ଧି ପାଇଥିବାବେଳେ ଦେଶରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିସହିତ, ଦିଲ୍ଲୀର ଏଲଏନଜେପି ହସ୍ପିଟାଲର…

ଗତମାସ ୨୪ ପରେ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ପଜିଟିଭଙ୍କ ନମୁନା ଜିନମ ସିକ୍ୱେନସିଂ ପାଇଁ ଆଇଏସଏଲ ଆସିଛି

ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟକୁ ନଭେମ୍ବର ୨୪ ପରେ ଆକ୍ରାନ୍ତ ଦେଶରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା ଏହି ସୂଚନା ଦେଇଛନ୍ତି । ପଜିଟିଭ ହୋଇଥିବା ସମସ୍ତ ୨୪୬ ଜଣଙ୍କ ନମୁନା ଜିନମ…