ନାବାଳିକା ହତ୍ୟା ମାମଲା : ଚାର୍ଜସିଟ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ- ନୟାଗଡ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାର୍ଜସିଟ ଦାଖଲ କରିବାକୁ ଓଡିଶା କ୍ରାଇମବ୍ରାଂଚ୍ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଏଣେ ମାମଲାର ସିବିଆଇ ଯାଂଚ ଦାବି କରି ଅଲଗା ଅଲଗା ପିଟିସନ…