Browsing Tag

OTV CFO Arrested

ସରୁଅ ଜମି କେଳେଙ୍କାରୀ ମାମଲା : ମାରାଥନ ଜେରା ପରେ ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଂଚ୍‌

ଭୁବନେଶ୍ୱର- ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଖୋର୍ଧା ଜିଲ୍ଲା ସରୁ୍‌ଅ ଜମି ଦୁର୍ନୀତି ମାମଲାରେ ଓଟିଭିର ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ମାରାଥନ ପଚରାଉଚରା କଲା ପରେ ଗିରଫ କରିଛି କ୍ରାଇମବ୍ରାଂଚ । ଗିରଫ କରାଯିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।…