Browsing Tag

Oxford’s Covid-19 Vaccine

ଅକ୍ସଫୋର୍ଡ ଟିକାକୁ ମିଳିଲା ସର୍ତ୍ତମୂଳକ ମଞ୍ଜୁରି

ନୂଆଦିଲ୍ଲୀ - କରୋନା ବିରୋଧୀ ଲଢ଼େଇରେ ନୂଆବର୍ଷର ପ୍ରଥମ ଦିନରେ ଆସିଛି ଏକ ବଡ଼ ଖବର । ଦେଶବ୍ୟାପୀ ଟିକାକରଣ ଡ୍ରାଏ ରନ୍‌ର ଦିନକ ପୂର୍ବରୁ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗନାଇଜେସନ୍ (ସିଡିଏସ୍‌ସିଓ)ର ବିଶେଷଜ୍ଞ କମିଟି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ…

ଅକ୍ସଫୋର୍ଡ ଟିକାକୁ ମିଳିପାରେ ସବୁଜ ସଙ୍କେତ

ନୂଆଦିଲ୍ଲୀ - ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକାକୁ ଭାରତରେ ଖୁବ୍ ଶୀଘ୍ର ଅନୁମତି ମିଳିବ । ଆସନ୍ତା ସପ୍ତାହ ସୁଦ୍ଧା ଏହି ଟିକାର ଜରୁରୀ ବ୍ୟବହାର ପାଇଁ ସବୁଜ ସଙ୍କେତ ମିଳିବା ସମ୍ଭାବନା ରହିଛି । କେନ୍ଦ୍ର ବିଶେଷଜ୍ଞ କମିଟି ଏହି ଟିକା ସମ୍ବନ୍ଧୀୟ ଅଧିକ ତଥ୍ୟ ଲୋଡିଥିଲା ।…