Browsing Tag

Para Athlete Jayanti Behera

ଜାତୀୟ ପାରା ଆଥଲେଟିକ୍ସରେ ଉଲ୍ଲେଖନୀୟ ସଫଳତା ପାଇଁ ଜୟନ୍ତୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୧୯ତମ ଜାତୀୟ ମହିଳା ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଓଡିଶାର ଜୟନ୍ତୀ ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟନ୍ତୀ ବେହେରା ଟି-୪୭ ବର୍ଗରେ ୧୦୦ , ୨୦୦ ଓ ୪୦୦ ମିଟର ଦୌଡରେ ପ୍ରଥମ ସ୍ଥାନ…

ପାରା ଆଥଲେଟ ଜୟନ୍ତୀ ବେହେରା ପାଇବେ ୨୦୧୯ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର : ୨୦୧୯ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷିତ ହୋଇଛି । ପାରା ଆଥଲେଟ୍ ଜୟନ୍ତୀ ବେହେରା ୨୦୧୯ ପାଇଁ ଏହି ସମ୍ମାନଜନକ କ୍ରୀଡା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଗଷ୍ଟ ୨୯ ତାରିଖ, ଜାତୀୟ କ୍ରୀଡା ଦିବସରେ ତାଙ୍କୁ ପୁରସ୍କାର ଦିଆଯିବ । ଜାତୀୟ ଓ…