Browsing Tag

Police Commemoration Day

ପୋଲିସ ସହିଦ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ପୋଲିସ ସହିଦ ସ୍ମୃତି ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣବଳି ଦେଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ସହିଦ ପୋଲିସଙ୍କ ବୀରତ୍ୱ, ସାହସିକତା ଓ ବଳିଦାନ ଆମ…

କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳନ

ଭୁବନେଶ୍ୱର- କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି । ଭୁବନେଶ୍ୱରର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର କର୍ତ୍ତବ୍ୟ, ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ…

ମୁଖ୍ୟାଳୟରେ ଓଡିଶା ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

କଟକ – ୬୨ତମ ପୋଲିସ ସହିଦ ଦିବସରେ ଓଡିଶା ପୋଲିସ ପକ୍ଷରୁ ଏ ବର୍ଷ ସହିଦ ହୋଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କଟକସ୍ଥିତ ପୋଲିସ ହେଡକ୍ୱାର୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ଡିିଜିଙ୍କ ସହ ସବୁ ବରିଷ୍ଠ ଆଇପିଏସ ଅଧିକାରୀ ଯୋଗ ଦେଇ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି…

୬୨ତମ ପୋଲିସ ସହିଦ ସ୍ମୃତି ଦିବସରେ ଡିଜିପିଙ୍କ ଶ୍ରଦ୍ଧାଞ୍ଜଳି

କଟକ- ଆଜି ହେଉଛି ୬୨ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ କର୍ତ୍ତବ୍ୟ ସଂପାଦନ ବେଳେ ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । କୋରୋନା ଯୋଦ୍ଧା ଭାବେ ଜୀବନ ହରାଇଥିବା ପୋଲିସ କର୍ମୀଚାରୀଙ୍କୁ ବି…