୬୨ତମ ପୋଲିସ ସହିଦ ସ୍ମୃତି ଦିବସରେ ଡିଜିପିଙ୍କ ଶ୍ରଦ୍ଧାଞ୍ଜଳି

କଟକ- ଆଜି ହେଉଛି ୬୨ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ କର୍ତ୍ତବ୍ୟ ସଂପାଦନ ବେଳେ ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । କୋରୋନା ଯୋଦ୍ଧା ଭାବେ ଜୀବନ ହରାଇଥିବା ପୋଲିସ କର୍ମୀଚାରୀଙ୍କୁ ବି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଡିଜିପି ।

Comments are closed.