Browsing Tag

Puri Jagannath Temple

ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ଶ୍ରୀମନ୍ଦିର ସବୁ ଭକ୍ତମାନଙ୍କ ପାଇଁ ଖୋଲିଛି । ସର୍ବସାଧାରଣ ଦର୍ଶନ ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କୋରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତ । ତିନି ମାସରୁ ଅଧିକ ସମୟ ଧରି ବନ୍ଦ ରହିଲା ପରେ ଗତ…

ଶ୍ରୀମନ୍ଦିରର ମନୋରମ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌, ମୁଖ୍ୟମନ୍ତ୍ରୀ ବି କଲେ ପସନ୍ଦ, ଫଟୋଗ୍ରାଫରଙ୍କୁ ଦେଲେ ଧନ୍ୟବାଦ

ପୁରୀ- ମନ ଖୁସି କରିଦେବା ସହ ଆଧ୍ୟାତ୍ମିକ ଭାବନା ଉଦ୍ରେକ ହେବା ଭଳି ଶ୍ରୀମନ୍ଦିରର ଏକ ଆକର୍ଷଣୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀମନ୍ଦିର ଉପରେ ମେଘମାଳା ମଧ୍ୟରୁ ସୂର୍ଯ୍ୟଙ୍କ ବିଚ୍ଛୁରିତ କିରଣର ଏକ ମନୋରମ ଫଟୋ ସମରେନ୍ଦ୍ର ଦାଶ ନାମକ ଜଣେ ଫଟୋଗ୍ରାଫର ଉଠାଇଥିଲେ । ଏହି ଫଟୋକୁ…

ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର

ପୁରୀ – ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଜିଠାରୁ ଶ୍ରୀମନ୍ଦିର ଖୋଲିଛି । ସେବାୟତଙ୍କ ପରିବାର ସଦସ୍ୟମାନେ ଆଜି ଓ ଆସନ୍ତାକାଲି ଦିଅଁ ଦର୍ଶନ କରିପାରିବେ । ଅଗଷ୍ଟ ୧୬ରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅଗଷ୍ଟ ୨୩ରୁ ସର୍ବସାଧାରଣଙ୍କ…

ଜାରି ହେଲା ଏସଓପି : ଅଗଷ୍ଟ ୧୬ରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ପାଂଚ ଦିନ କେବଳ ପୁରୀ ଲୋକେ କରିବେ ଦିଅଁ ଦର୍ଶନ, ୨୩ରୁ…

ପୁରୀ – ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବା ଲାଗି ଏସଓପି ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । କୋଭିଡ ଯୋଗୁଁ ବନ୍ଦ ଥିବା ଏହିମାସ ୧୬ ତାରିଖରୁ ଶ୍ରୀମନ୍ଦିର ପୁଣି ଖୋଲିବ । କିନ୍ତୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବା ଆଗରୁ ଏହି ମାସ…

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତଙ୍କ ସହ ମିଶି ଗାଇଲେ…

ପୁରୀ- କୋରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ନୀତିକାନ୍ତି ବିନା ବାଧାବିଘ୍ନରେ ସୁରୁଖୁରୁରେ ହୋଇଛି ଓ…