Browsing Tag

Puri Jagannath Temple

ଏନଏମଏର ପ୍ରସ୍ତାବିତ ବାଇ ଲ’ ବିରେଧରେ ବଢୁଛି ଅସନ୍ତୋଷ, ପ୍ରତ୍ୟାହାର ଅନୁରୋଧ କରି ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ…

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ -ଏସଜେଟିଏର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଜାତୀୟ କୀର୍ତ୍ତିରାଜି ସଂରକ୍ଷଣ କର୍ତ୍ତୃପକ୍ଷ - ଏନଏମଏକୁ ପ୍ରସ୍ତାବିତ ବାଇ ଲ’ ଡ୍ରାଫ୍ ନୋଟିଫିକେସନ ପ୍ରତ୍ୟାହାର କରିବା ପାଇଁ ଚିଠି ଲେଖିଛନ୍ତି । ଏମଏମଏ ନିୟମ ବଳରେ ପୁରୀରେ ଶ୍ରୀମନ୍ଦିର ସମେତ ୮ଟି…

ଶ୍ରୀଜିଉଙ୍କ ସୁନାବେଶ ନୀତିରେ ବିଳମ୍ବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ- ପବିତ୍ର ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି । ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ତେବେ, ଶ୍ରୀଜିଉଙ୍କ ସୁନାବେଶ ନୀତିରେ ୬ ଘଂଟା ବିଳମ୍ବ ହୋଇଥିଲା । ନୀତି ବିଳମ୍ବ ଘଟଣାର ତଦନ୍ତ କରିବା ପାଇଁ ନୀତି ପ୍ରଶାସକଙ୍କୁ…

ଏସଓପି ଅନୁସାରେ ଆଜି ଶ୍ରୀମନ୍ଦିର ବନ୍ଦ, ସାନିଟାଇଜ କରାଯାଉଛି ମନ୍ଦିର ପରିସର

ପୁରୀ- ଆଜି ସର୍ବସାଧାରଣଙ୍କ ବନ୍ଦ ରହିଛି ଶ୍ରୀମନ୍ଦିର । ଏସଓପି ଅନୁସାରେ ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଏପରି ନିଷ୍ପତ୍ତି ହୋଇଛି । ପୂର୍ବରୁ ଏ ନେଇ ଏସଓପି ଜାରି ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୧ତାରିଖରୁ ବିନା କୋଭିଡ…

ଶ୍ରୀମନ୍ଦିରରେ ଆଜିଠୁ ଦର୍ଶନ କଟକଣା କୋହଳ, ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କୋଭିଡ ରିପୋର୍ଟ

ପୁରୀ- ଆଜିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କୋଭିଡ କଟକଣା କୋହଳ ହୋଇଛି । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡିବ ନାହିଁ । ଆଜିଠାରୁ ଦୈନିକ ୩୦ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିର ଛାଡିବା ପାଇଁ ନିଷ୍ପତ୍ତି ହୋଇଛି । ଆଜିଠାରୁ ପ୍ରଥମେ ସକାଳ ୬ଟାରୁ…

କାଲିଠାରୁ ବିନା କୋଭିଡ ରିପୋର୍ଟରେ ଭକ୍ତ ଯାଇପାରିବେ ଶ୍ରୀମନ୍ଦିର, ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଚଂଳ…

ପୁରୀ- ଆସନ୍ତାକାଲିଠାରୁ ଶ୍ରୀମନ୍ଦିରକୁ ଭକ୍ତ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଯାଇ ଦିଅଁ ଦର୍ଶନ କରିପାରିବେ । ଆଜି କେନ୍ଦ୍ରାଚଂଳ ଡିଆଇଜି ଆଶିଷ ସିଂହ ପୁରୀ ଯାଇ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଦର୍ଶନ ବ୍ୟବସ୍ଥା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…