Browsing Tag

Puri Jagannath Temple

ଆସନ୍ତା ୨୧ରୁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିର ଯାଇପାରିବେ ଭକ୍ତ, ରବିବାର ବନ୍ଦ ରହିବ ଦର୍ଶନ, ବୟସ୍କଙ୍କ ପାଇଁ…

ପୁରୀ- ଆସନ୍ତା ୨୧ ତାରିଖରେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଭକ୍ତ । କୋଭିଡ ନେଗେଟିଭ ରିପୋର୍ଟ ଆଉ ବାଧ୍ୟତାମୂଳକ ନୁହେଁ । ଏ ନେଇ ଗତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଥିବା…

ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ପୁରୀ- ଭକ୍ତଙ୍କ ଅସନ୍ତୋଷ ପରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ ୧୯ ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବା ଆଉ ବାଧ୍ୟତାମୂଳକ ହେବ ନାହିଁ । ଏ ନେଇ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ…

ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ, କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ପୁରୀ- ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ ଆରମ୍ଭ ହୋଇଛି । ଗତମାସ ୨୩ ତାରିଖରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ପୁଣି ଖୋଲିଲା ପରେ ପ୍ରଥମେ ସେବାୟତ ଓ ପରିବାର ଜଗା ଦର୍ଶନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯାଇଥିଲା ।…

ପ୍ରବେଶ ଅନୁମତି ନ ଥାଇ ଶ୍ରୀମନ୍ଦିରରେ ପଶିଥିବାରୁ ୪ ଏଏନଏମ ନିଲମ୍ବିତ

ପୁରୀ- ଅନୁମତି ନ ଥାଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗରେ ୪ ଏଏନଏମଙ୍କୁ ନିଲମ୍ବିତ କରାଯାଇଛି । ମନ୍ଦିର ବାହାରେ ଡ୍ୟୁଟି କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେମାନେ ମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରୁଥିଲେ । ପ୍ରବେଶ ଅନୁମତି ନ…

ଶ୍ରୀମନ୍ଦିରରେ ଆଜିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ, ୩୧ ତାରିଖ ଯାଏଁ ଚାଲିବ, ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା

ପୁରୀ- ଶ୍ରୀମନ୍ଦିରରେ ଆଜିଠାରୁ ସହରବାସୀଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୩୧ ତାରିଖ ଯାଏଁ ପୁରୀ ସହରବାସୀ ହିଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ଚିରୁକୁଟି ଓ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଚିରୁକୁଟି ନ…