Browsing Tag

Ratan Tata

ତାଙ୍କ ସପକ୍ଷରେ ‘ଭାରତ ରତ୍ନ’ ଅଭିଯାନ ବନ୍ଦ କରିବାକୁ ଲୋକଙ୍କୁ ଅନୁରୋଧ କଲେ ରତନ ଟାଟା

ନୂଆଦିଲ୍ଲୀ – ଭାରତର ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ଦେବାକୁ ଦାବି କରି ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ ହୋଇଛି । ଦେଶ ପ୍ରତି ଟାଟାଙ୍କ ଉଲ୍ଲେଖନୀୟ ଅବଦାନ ଦୃଷ୍ଟିରୁ ସେ ‘ଭାରତ ରତ୍ନ’…