Browsing Tag

Seragada Block

ଆଜି ଶେରଗଡ ବ୍ଲକର ୨୭ଟି ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟ ବୁଲି ଦେଖିବେ ୫-ଟି ସଚିବ ପାଣ୍ଡିଆନ

ବ୍ରହ୍ମପୁର : ରବିବାର ହିଞ୍ଜିଳି ଅଞ୍ଚଳର ୨୩ଟି ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟ ଦେଖିବା ପରେ ଆଜି ଶେରଗଡ ବ୍ଲକର ୨୭ଟି ସ୍କୁଲ ପରିଦର୍ଶନ କରିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ପରିଦର୍ଶନ ସମୟରେ ସେ ବର୍ତ୍ତମାନ ଚାଲିଥିବା ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟର ତଦାରଖ କରିବେ । ଏହି…