ଆଜି ଶେରଗଡ ବ୍ଲକର ୨୭ଟି ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟ ବୁଲି ଦେଖିବେ ୫-ଟି ସଚିବ ପାଣ୍ଡିଆନ

ବ୍ରହ୍ମପୁର : ରବିବାର ହିଞ୍ଜିଳି ଅଞ୍ଚଳର ୨୩ଟି ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟ ଦେଖିବା ପରେ ଆଜି ଶେରଗଡ ବ୍ଲକର ୨୭ଟି ସ୍କୁଲ ପରିଦର୍ଶନ କରିବେ ୫-ଟି ସଚିବ ଭି.କେ ପାଣ୍ଡିଆନ ।

ଏହି ପରିଦର୍ଶନ ସମୟରେ ସେ ବର୍ତ୍ତମାନ ଚାଲିଥିବା ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟର ତଦାରଖ କରିବେ । ଏହି ସମୟରେ ସେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କ ସହ ଶିକ୍ଷା କ୍ଷେତ୍ରରେ ହେବାକୁ ଯାଉଥିବା ଟ୍ରାନସଫରମେସନ ସଂପର୍କରେ ଆଲୋଚନା।କରିବେ । ପାଣ୍ଡିଆନଙ୍କ ଏହି ଗସ୍ତରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୄତା କୁଲାଙ୍ଗେ ଉପସ୍ଥିତ ଅଛନ୍ତି ।

Comments are closed.