Browsing Tag

SRC Pradeep Jena

ବର୍ଷାରେ ଭିତ୍ତିଭୂମି ନଷ୍ଟ ଆଶଙ୍କା କମ୍‌, ବାତ୍ୟା ଗଲା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ଆକଳନ…

ଭୁବନେଶ୍ୱର- ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁରଠାରୁ ୩୨୦ କିଲୋମିଟର, ପୁରୀରୁ ୩୯୦ କିମି, ପାରାଦୀପରୁ ୪୭୦ କିମି ଦୂରରେ ରହିଛି । ଘଣ୍ଟାକୁ ୬ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ବାତ୍ୟା ରିକର୍ଭ ହୋଇ ବେଗ କମିବ ବୋଲି ଆଇଏମଡି ସୂଚନାକୁ ଭିତ୍ତି କରି…

ବିଶେଷ ପ୍ରଭାବ ପକାଇ ନାହିଁ ବାତ୍ୟା ଗୁଲାବ, କୋରାପୁଟ ପଟାଙ୍ଗୀ ବ୍ଲକରେ ୧୪୫ ମିମି ବର୍ଷା

ଭୁବନେଶ୍ୱର – ବାତ୍ୟା ଗୁଲାବ ରାଜ୍ୟରେ ବିଶେଷ ପ୍ରଭାବ ପକାଇ ପାରି ନାହିଁ । କୌଣସି ସ୍ଥାନରେ ବଡ ପବନ ହୋଇନାହିଁ । ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଗୁଲାବ ଓଡିଶା ଅତିକ୍ରମ କରିବେ ବୋଲି ଏସଆରସି କହିଛନ୍ତି । ବାତ୍ୟା ଏବେ ତୀବ୍ର ଅବପାତରେ…

ଅତିପ୍ରବଳ ବର୍ଷା ହେଲେ ହିଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିବ : ଏସଆରସି

ଭୁବନେଶ୍ୱର – ବାତ୍ୟା ଗୁଲାବ ସଂପର୍କରେ ସଦ୍ୟତମ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଏବେ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୪୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୯୦ କିଲୋମିର ଦୂରରେ ରହିଛି । ବିଗତ ୩ ଘଂଟା ହେଲା ଘଂଟାପ୍ରତି ୧୮ କିଲୋମିଟର…