Browsing Tag

Talasari Beach Udaipur Beach

ତାଳସାରୀ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ତାଳସାରୀ ବିକାଶ ପାଇଁ ଭର୍ଚୁଆଲରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳସାରୀ ବିକାଶ ପାଇଁ ଖର୍ଚ୍ଚ ହେବ ୩୬ କୋଟି ଟଙ୍କା । ସମୁଦ୍ର ତଟ ବେଳାଭୂମିର ଉନ୍ନତିକରଣ ସହ ବେଳାଭୂମି ଅଂଚଳର ଆଲୋକୀକରଣ ବ୍ୟବସ୍ଥା କରାଯିବ ।