Browsing Tag

Union Minister Ram Vilas Paswan

ରାମବିଳାସଙ୍କ ବିୟୋଗ : କିପରି ପ୍ରଭାବିତ ହେବ ବିହାରର ନିର୍ବାଚନୀ ରାଜନୀତି ?

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ୨୦ ଦିନ ପୂର୍ବରୁ ଲୋକଜନଶକ୍ତି ପାର୍ଟି (ଏଲଜେପି )ର ପ୍ରତିଷ୍ଠାତା ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ବିୟୋଗ ନିର୍ବାଚନୀ ଗଣିତକୁ ଓଲଟପାଲଟ କରିବା ସମ୍ଭାବନା ରହିଛି । ବିହାରର ଜାତିଭିତିକ ରାଜନୀତିରେ ଅନ୍ୟତମ ଟାଣୁଆ…

ଭାରତୀୟ ରାଜନୀତିର ‘ପାଣିପାଗ ବୈଜ୍ଞାନିକ’ ଆଉ ନାହାନ୍ତି, ୭୪ ବର୍ଷ ବୟସରେ ଆଖି ବୁଜିଲେ ରାମବିଳାସ ପାଶ୍ୱାନ

ନୂଆଦିଲ୍ଲୀ -ଲୋକ ଜନଶକ୍ତି ପାର୍ଟିର ସଭାପତି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ନେଇ ପୁଅ ଚିରାଗ ପାଶ୍ୱାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ୫…