Browsing Tag

Unlock

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ, ୧୭ଟି ଜିଲ୍ଲାରେ ବଢିଲା କୋହଳ ସମୟସୀମା, ଜୁଲାଇ ପହିଲା ଯାଏଁ ଲକଡାଉନ୍ ଜାରି

ଭୁବନେଶ୍ୱର- ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ କୋଭିଡ କଟକଣା କୋହଳ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ଏଥିସହିତ ଜୁଲାଇ ପହିଲା ଯାଏଁ ଆଂଶିକ ଲକଡାଉନ ଜାରି ରହିବ । ଦକ୍ଷିଣ ଓ ପଶ୍ଚିମ…

ଗ୍ରୀନ ଓ ୟେଲୋ ଜୋନରେ ଥିବା ଜିଲ୍ଲାଗୁଡିକ ପାଇଁ ଅନଲକ୍ ଘୋଷଣା କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-ରାଜ୍ୟରେ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବାରୁ ରାଜ୍ୟ ସରକାର ଆଜି ଅନଲକ୍ ପ୍ରକ୍ରିୟା ଘୋଷଣା କରିପାରନ୍ତି । ଏହି ମାସରେ କେବଳ ୪-୫ଟି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ଅନ୍ୟସବୁ ଜିଲ୍ଲା ଗ୍ରୀନ ଓ ୟେଲୋ ଜୋନରେ ଅଛନ୍ତି । ତେଣୁ ସେସବୁ ଜିଲ୍ଲାଗୁଡିକ ପାଇଁ ରାଜ୍ୟ ସରକାର…

କୋଭିଡ ସ୍ଥିତି ଅନୁସାରେ ନିଆଯିବ ‘ଅନଲକ’ ନିଷ୍ପତ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି । କିଛି ଜିଲ୍ଲାକୁ ଛାଡିଦେଲେ ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । ଆସନ୍ତା ୧୭ ତାରିଖରେ ରାଜ୍ୟରେ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇପାରେ…