Browsing Tag

World Food Programme

ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ- ଡବ୍ଲ୍ୟୁଏଫପିକୁ ମିଳିବ ୨୦୨୦ର ନୋବେଲ ଶାନ୍ତି ପୁରସ୍କାର

ଓସ୍‌ଲୋ- ୨୦୨୦ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ-ଡବ୍ଲ୍ୟୁଏଫପିକୁ ମିଳିବ । ବିଶ୍ୱରେ କ୍ଷୁଧା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡବ୍ଲ୍ୟୁଏଫପିକୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର । ଓସଲୋ ସ୍ଥିତ ନରୱେ…