Browsing Tag

world’s longest high-altitude ‘Atal Tunnel’

ରୋହତଙ୍ଗରେ ବିଶ୍ୱର ସବୁଠାରୁ ଦୀର୍ଘତମ ହାଇୱେ ଟନେଲ ଉଦଘାଟିତ

ରୋହତାଙ୍ଗ- ବିଶ୍ୱର ସବୁଠୁ ଦୀର୍ଘତମ ଟନେଲ ଉଦଘାଟିତ ହୋଇଛି ।ରୋହତଙ୍ଗରେ ନିର୍ମିତ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଏହି ଟନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ପାଖାପାଖି ୧୦ ହଜାର ଫୁଟ ଉଚ୍ଚତାରେ ନିର୍ମିତ ଏହି ଟନେଲ ୯ ଦଶମିକ ୨…