Browsing Tag

Yuvraj Singh

ଗିରଫ ହେଲେ ଯୁବରାଜ ସିଂ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ ଗିରଫ ହୋଇଛନ୍ତି । ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ପାଇଁ ଯୁବରାଜଙ୍କୁ ହରିୟାଣା ପୋଲିସ୍ ଗିରଫ କରିଛି । ଏନେଇ ତାଙ୍କ ବିରୋଧରେ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନ ଅଧୀନରେ ଏକ ମାମଲା ରୁଜୁ…

ଚାଷୀ ଆନ୍ଦୋଳନ ସମର୍ଥନରେ ଜନ୍ମଦିନ ପାଳିଲେନି ଯୁବରାଜ

ନୂଆଦିଲ୍ଲୀ - ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଜି ୩୯ ବର୍ଷ ବୟସରେ ପାଦ ଦେଇଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଯୁବରାଜ ଚଳିତ ବର୍ଷ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜନ୍ମଦିନରେ ନିଜର ଇଚ୍ଛା ପ୍ରକାଶ କରି ଯୁବରାଜ କହିଛନ୍ତି ଯେ ସେ…