ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା

ଭୁବନେଶ୍ୱର- ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି ଓ ୩୫ଟି ସାଂଗଠନିକ ଜିଲ୍ଲାର ସମସ୍ତ ସଭାପତି ଏଥିରେ ସାମିଲ ହୋଇଛନ୍ତି । କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା କରାଯିବ ।

Comments are closed.