ସେପଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ : ବାଚସ୍ପତି

ଭୁବନେଶ୍ୱର : ସେପଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ । କେଉଁଠି ଓ କେମିତି ଅଧିବେଶନ ବସିବ, ସେ ନେଇ ପରେ ନିଷ୍ପତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

କୋଭିଡ ଗାଇଡଲାଇନ ଅନୁସାରେ ବିଧାନସଭା ଅଧିବେଶନ ବସିବ ବୋଲି ସେ କହିଛନ୍ତି । ଅଧିବେଶନ କାଳରେ ସାମ୍ବାଦିକଙ୍କ ପ୍ରବେଶ ନେଇ ପରେ ନିଷ୍ପତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Comments are closed.