Browsing Tag

Assembly Speaker Surya Narayan Patro

ବିଧାନସଭା ଅଧିବେଶନ ନେଇ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବେଳେ ସେ ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଅଧିବେଶନରେ ଦିନକୁ ୫ ଘଂଟା ଗୃହକାର୍ଯ୍ୟ ଚାଲିବ । ପୂର୍ବାହ୍ନରେ ସାଢେ…

୧୭ରେ ସର୍ବଦଳୀୟ ବୈଠକ ଡାକିଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର- ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ପୂର୍ବଦିନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ବିଧାନସଭା ପରିଚାଳନା ନେଇ ବିସ୍ତୃତ ଆଲୋଚନା ହେବା ସମ୍ଭାବନା ରହିଛି । ଏହି ମାସ ୨୨ତାରିଖରେ…

ଆସନ୍ତା ବିଧାନସଭା ଅଧିବେଶନ ପାଇଁ କୋରୋନା କଟକଣା କୋହଳ, କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର- ଆସନ୍ତା ୧୮ରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ନେଇ ଅଧିକ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେ, କୋରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ । ଆସନ୍ତା ଅଧିବେଶନରେ ପ୍ରଶ୍ନକାଳ ରହିବ । ଅଧିବେଶନରେ ୩୧ଟି…

ସେପଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ : ବାଚସ୍ପତି

ଭୁବନେଶ୍ୱର : ସେପଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ । କେଉଁଠି ଓ କେମିତି ଅଧିବେଶନ ବସିବ, ସେ ନେଇ ପରେ ନିଷ୍ପତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ବିଧାନସଭା ଅଧିବେଶନ ବସିବ ବୋଲି ସେ କହିଛନ୍ତି । ଅଧିବେଶନ…