ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଫେରିଲା

ପୁରୀ – ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶେଷରେ ଫେରିଛି । ବେଶଲାଗି ପରେ ସୂର୍ଯ୍ୟ-ଚନ୍ଦ୍ରକୁ ସେବାୟତ ନେଇଯାଇଥିଲେ । ବେଶରେ ଲାଗି ହୋଇଥିବା ସୂର୍ଯ୍ୟ-ଚନ୍ଦ୍ର ଗାଏବ ହୋଇଗଲା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା ।

Comments are closed.