ଆକାଶ ପାଠକଙ୍କ ବାବଦରେ ଟାଟା କଂପାନିକୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର-ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସର ଏମଡି କି ନାହିଁ, ତାହା ଜାଣିବାକୁ କଂପାନିକୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି । ନିଜକୁ ଟାଟା ମୋଟର୍ସର ଏମଡି କହି ସ୍କାଏକିଙ୍ଗ୍ ଟ୍ରାଭେଲ ସଂସ୍ଥାକୁ ଆକାଶ ପାଠକ ଠକିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ଟାଟା ପକ୍ଷରୁ ଜବାବ ଆସିଲେ ପୋଲିସ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Comments are closed.